ପୋଷ୍ଟ କରାଯିବା ଦିନାଙ୍କ:
27 AUG 2026 6:20PM by PIB Bhubaneswar
ହରିଆନା ମୁଖ୍ୟମନ୍ତ୍ରୀ ଶ୍ରୀ ନାୟବ ସୈନି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
ହରିଆନା ମୁଖ୍ୟମନ୍ତ୍ରୀ ଶ୍ରୀ @NayabSainiBJP ଆଜି ପ୍ରଧାନମନ୍ତ୍ରୀ @narendramodi ଙ୍କୁ ଭେଟିଛନ୍ତି ।
@cmohry
SR