ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଓନମ୍ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
26 AUG 2026 9:47PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓନମ୍ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଓନମ୍ କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଥିବା ଏକ ଜୀବନ୍ତ ପର୍ବ। ଏହି ପର୍ବ ସମାଜରେ ସୁଖ, ଏକତା ଏବଂ ସମୃଦ୍ଧିର ଭାବନାକୁ ଆହୁରି ସୁଦୃଢ଼ କରୁ ବୋଲି ସେ ପ୍ରାର୍ଥନା କରିଥିଲେ।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
ଏକ ଚମତ୍କାର ଓନମ୍ ଉପଭୋଗ କରନ୍ତୁ। ଏହା ଏକ ଜୀବନ୍ତ ପର୍ବ ଯାହା ସମଗ୍ର ବିଶ୍ୱରେ ଅପାର ଉତ୍ସାହ ସହିତ ପାଳନ କରାଯାଉଛି ।
ଏହା ସୁଖ, ଏକତା ଏବଂ ସମୃଦ୍ଧିର ଭାବନାକୁ ଆହୁରି ଆଗକୁ ନେଇଯାଉ।
HS
(ରିଲିଜ ଆଡି: 2303600)
ପରିଦର୍ଶକ କାଉଣ୍ଟର : 7
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Gujarati
,
Tamil
,
Telugu
,
Kannada
,
Malayalam