ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସନ୍ଥ ନିରଞ୍ଜନ ଦାସ ଜୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 17 JUL 2026 10:30PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜଳନ୍ଧରରେ ସନ୍ଥ ନିରଞ୍ଜନ ଦାସ ଜୀଙ୍କୁ ଭେଟିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଆଧ୍ୟାତ୍ମିକ ସଚେତନତା ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ସନ୍ଥ ନିରଞ୍ଜନ ଦାସ ଜୀଙ୍କ ଅବଦାନ ଗଭୀର ଭାବେ ପ୍ରେରଣାଦାୟୀ।

ପ୍ରଧାନମନ୍ତ୍ରୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି:

ଜଳନ୍ଧରରେ ସନ୍ଥ ନିରଞ୍ଜନ ଦାସ ଜୀଙ୍କୁ ଭେଟିବାର ସୌଭାଗ୍ୟ ମିଳିଥିଲା। ଆଧ୍ୟାତ୍ମିକ ସଚେତନତା ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ତାଙ୍କର ଅବଦାନ ଗଭୀର ଭାବେ ପ୍ରେରଣାଦାୟୀ।

HS


(ରିଲିଜ ଆଡି: 2291210) ପରିଦର୍ଶକ କାଉଣ୍ଟର : 23