ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପାରମ୍ପରିକ ଭାରତୀୟ କାରିଗରୀ କିପରି ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିବ, ସେ ସମ୍ପର୍କରେ ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
19 JUL 2026 12:57PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରାମଣଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି, ଯେଉଁଥିରେ ଦର୍ଶାଯାଇଛି ଯେ ପାରମ୍ପରିକ ଭାରତୀୟ କାରିଗରୀ କିପରି ନବସୃଜନ ଏବଂ ବିଶ୍ୱସ୍ତରୀୟ ଭାଗିଦାରୀ ମାଧ୍ୟମରେ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇ ନେଇପାରିବ।
ଶ୍ରୀ ମୋଦୀ କହିଥିଲେ ଯେ 'ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ ’ ପଦକ୍ଷେପ ସ୍ଥାନୀୟ ହସ୍ତଶିଳ୍ପକୁ ବଜାରରେ ପ୍ରବେଶ କରିବାରେ, ସ୍ଥାୟୀ ଜୀବିକା ସୃଷ୍ଟି କରିବାରେ, ଐତିହ୍ୟ ସଂରକ୍ଷଣ କରିବାରେ ଏବଂ ଭାରତର ବୈଶ୍ୱିକ ପ୍ରତିଦ୍ୱନ୍ଦ୍ୱିତାକୁ ସୁଦୃଢ଼ କରିବାରେ ସହାୟକ ହେଉଛି।
ଶ୍ରୀ ମୋଦୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
ପାରମ୍ପରିକ ଭାରତୀୟ କାରିଗରୀ କିପରି ନବସୃଜନ ଏବଂ ବୈଶ୍ୱିକ ଭାଗିଦାରୀ ଜରିଆରେ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିବ, ସେ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଶ୍ରୀମତୀ ନିର୍ମଳା ସୀତାରାମଣ ଆଲୋକପାତ କରିଛନ୍ତି।
'ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ ’ ପଦକ୍ଷେପ ସ୍ଥାନୀୟ ହସ୍ତଶିଳ୍ପକୁ ବଜାରରେ ପ୍ରବେଶ କରିବାରେ, ସ୍ଥାୟୀ ଜୀବିକା ସୃଷ୍ଟି କରିବାରେ, ଐତିହ୍ୟ ସଂରକ୍ଷଣ କରିବାରେ ଏବଂ ଭାରତର ବୈଶ୍ୱିକ ପ୍ରତିଦ୍ୱନ୍ଦ୍ୱିତାକୁ ସୁଦୃଢ଼ କରିବାରେ ସହାୟକ ହେଉଛି।
HS
(रिलीज़ आईडी: 2286401)
आगंतुक पटल : 7
इस विज्ञप्ति को इन भाषाओं में पढ़ें:
Urdu
,
English
,
हिन्दी
,
Marathi
,
Bengali
,
Bengali-TR
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam