ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜ୍ଞାନ, ଦକ୍ଷତା ଏବଂ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରି ଏକ ସଂସ୍କୃତ 'ସୁଭାଶିତମ୍ ’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
15 JUL 2026 12:12PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସ୍କୃତ ସୁଭାଶିତମକୁ ସେୟାର କରି ଗୁରୁତ୍ୱାରୋପ କରିଛନ୍ତି ଯେ ଜ୍ଞାନ ଗ୍ରହଣ କରି, ନୂତନ କୌଶଳ ବିକାଶ କରି ଏବଂ ଉତ୍ତମ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଦେଶର ଯୁବକମାନେ ଭାରତର ଭବିଷ୍ୟତକୁ ରୂପ ଦେବାରେ ଏକ ଶକ୍ତିଶାଳୀ ଶକ୍ତି ଭାବରେ ଉଭା ହେଉଛନ୍ତି। ଏହି ଗୁଣଗୁଡ଼ିକ କେବଳ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିନଥାଏ, ବରଂ ରାଷ୍ଟ୍ର ନିର୍ମାଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ପଦ ସେୟାର କରିଛନ୍ତି –
‘‘ଧନ୍ୟାନାମୃତମଂ ଦାକ୍ଷ୍ୟଂ ଧନାନାମୃତମଂ ଶ୍ରୁତମ୍ ।
ଲାଭାନାଂ ଶ୍ରେୟ ଆରୋଗ୍ୟଂ ଶୁଖାନାଂ ତୁଷ୍ଟିରୁତମା ।।’’
ପ୍ରଧାନମନ୍ତ୍ରୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି:
ବିଦ୍ୟା ବିବେକ ଆଡ଼କୁ ନେଇଯାଏ, କୌଶଳ ବିକାଶ ଆଡ଼କୁ ନେଇଯାଏ, ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରତ୍ୟେକ ସଂକଳ୍ପର ପରିପୂରଣ ଆଡ଼କୁ ନେଇଯାଏ। ଆଜି ଆମର ଯୁବପିଢ଼ି ଏହି ଗୁଣଗୁଡ଼ିକୁ ଗ୍ରହଣ କରି ଦେଶର ପରିଚୟକୁ ଆହୁରି ସୁଦୃଢ଼ କରୁଛନ୍ତି।
‘‘ଧନ୍ୟାନାମୃତମଂ ଦାକ୍ଷ୍ୟଂ ଧନାନାମୃତମଂ ଶ୍ରୁତମ୍ ।
ଲାଭାନାଂ ଶ୍ରେୟ ଆରୋଗ୍ୟଂ ଶୁଖାନାଂ ତୁଷ୍ଟିରୁତମା ।।’’
HS
(रिलीज़ आईडी: 2285324)
आगंतुक पटल : 5
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Bengali-TR
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam