ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଯୁବ ସଶକ୍ତିକରଣ ଏବଂ ପିଏମଭିବିଆରୱାଇ ଉପରେ ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 19 JUN 2026 2:31PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି।

ଏହି ନିବନ୍ଧରେ ଦର୍ଶାଯାଇଛି ଯେ ଅସଂଖ୍ୟ ସୁଯୋଗ ସହିତ ଯୁବକମାନଙ୍କୁ ସଶକ୍ତ କରିବା ଏକ ବିକାଶ ଭାରତ ପାଇଁ ମୂଳ ଦୃଷ୍ଟିକୋଣ | ଏଥିରେ ଉଲ୍ଲେଖ କରାଯାଇଛି ଯେ ପ୍ରଧାନମନ୍ତ୍ରୀ ବିବିଧ ଭାରତ ରୋଜଗାର ଯୋଜନା (ପିଏମଭିବିଆରୱାଇ) ବ୍ୟାପକ ନିଯୁକ୍ତି ସୃଷ୍ଟି ଏବଂ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ସହିତ ଯୁବ ମସ୍ତିଷ୍କକୁ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଅଂଶଗ୍ରହଣକାରୀ ହେବାରେ ସହାୟକ ହେବ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି;

"ଅସଂଖ୍ୟ ସୁଯୋଗ ସହିତ ଯୁବକମାନଙ୍କୁ ସଶକ୍ତ କରିବା ଏକ ବିକାଶ ଭାରତ ପାଇଁ ମୂଳ ଦୃଷ୍ଟିକୋଣ ହୋଇ ରହିଛି। ପିଏମଭିବିଆରୱାଇ ବ୍ୟାପକ ନିଯୁକ୍ତି ସୃଷ୍ଟି ଏବଂ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତୁତ। ଏହି ଯୋଜନା ଯୁବ ମସ୍ତିଷ୍କକୁ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଅଂଶଗ୍ରହଣକାରୀ ହେବା ପାଇଁ ଏକ ସହାୟକ ଭାବେ ମଧ୍ୟ କାର୍ଯ୍ୟ କରିବ!

କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ଦ୍ୱାରା ଲିଖିତ ନିବନ୍ଧଟିକୁ ନିଶ୍ଚୟ ପଢ଼ିବାକୁ ହେବ ।’’

HS


(रिलीज़ आईडी: 2281609) आगंतुक पटल : 14
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Kannada , Malayalam