ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ସଂସ୍କୃତ ସୁଭାଶିତମକୁ ସେୟାର କରି ଗୁରୁତ୍ୱାରୋପ କରିଛନ୍ତି ଯେ ସାମୂହିକ ଉତ୍ସାହ ଏବଂ କାର୍ଯ୍ୟ ରାଷ୍ଟ୍ରକୁ ସମୃଦ୍ଧ କରେ

प्रविष्टि तिथि: 24 JUN 2026 3:34PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି, ଯେଉଁଥିରେ ସେ ଗୁରୁତ୍ୱାରୋପ କରିଛନ୍ତି ଯେ ସାମୂହିକ ସମର୍ପଣ ଏବଂ ପ୍ରୟାସ ଦ୍ୱାରା ରାଷ୍ଟ୍ରର ସମୃଦ୍ଧି ସ୍ଥିର ରହିଛି। ଏହି ଭାବନା ହିଁ ସମାଜକୁ ନୂତନ ଶକ୍ତି ପ୍ରଦାନ କରିଥାଏ ଏବଂ ବିକାଶର ସଂକଳ୍ପଗୁଡ଼ିକୁ ପୂରଣ କରିବାର ମାର୍ଗ ପ୍ରଶସ୍ତ କରିଥାଏ।

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଥିଲେ –

‘‘ଯତ୍ରୋତ୍ସାହସମାରମ୍ଭୋ ଯତ୍ରଳସ୍ୟବିହନତା ।

ନୟବିକ୍ରମ ସଂଯୋଗସ୍ତତ୍ର ଶ୍ରୀରଚଳା ଧ୍ରୁବମ୍‍ ।‘‘

ପ୍ରଧାନମନ୍ତ୍ରୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି:

"ସାମୂହିକ ସମର୍ପଣ ଏବଂ ଅଧ୍ୟବସାୟ ଦ୍ୱାରା ରାଷ୍ଟ୍ରର ସମୃଦ୍ଧି ଅକ୍ଷୁର୍ଣ୍ଣ ରହିଛି। ଏହି ଭାବନା ସମାଜକୁ ନୂତନ ଶକ୍ତି ପ୍ରଦାନ କରିଥାଏ ଏବଂ ବିକାଶର ସଂକଳ୍ପଗୁଡ଼ିକୁ ପୂରଣ କରିବାର ମାର୍ଗ ପ୍ରଶସ୍ତ କରିଥାଏ।

‘‘ଯତ୍ରୋତ୍ସାହସମାରମ୍ଭୋ ଯତ୍ରଳସ୍ୟବିହନତା ।

ନୟବିକ୍ରମ ସଂଯୋଗସ୍ତତ୍ର ଶ୍ରୀରଚଳା ଧ୍ରୁବମ୍‍ ।‘‘

HS


(रिलीज़ आईडी: 2277497) आगंतुक पटल : 8
इस विज्ञप्ति को इन भाषाओं में पढ़ें: Tamil , English , Urdu , हिन्दी , Marathi , Manipuri , Bengali , Bengali-TR , Assamese , Gujarati , Malayalam