ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କେରଳମ୍‍ର ମୁଖ୍ୟମନ୍ତ୍ରୀ

प्रविष्टि तिथि: 26 MAY 2026 12:39PM by PIB Bhubaneswar

କେରଳମର ମୁଖ୍ୟମନ୍ତ୍ରୀ ଶ୍ରୀ ଭି. ଡି. ସତୀସନ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି;

"କେରଳମର ମୁଖ୍ୟମନ୍ତ୍ରୀ ଶ୍ରୀ ଭି. ଡି. ସତୀସନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଭେଟିଥିଲେ।"

HS


(रिलीज़ आईडी: 2265789) आगंतुक पटल : 18
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam