ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦିଲ୍ଲୀର ଲେଫ୍ଟନାଣ୍ଟ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି

प्रविष्टि तिथि: 20 MAR 2026 1:23PM by PIB Bhubaneswar

ଦିଲ୍ଲୀର ଲେଫ୍ଟନାଣ୍ଟ ରାଜ୍ୟପାଳ ଶ୍ରୀ ତରନଜିତ ସିଂହ ସାନ୍ଧୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

 

ପ୍ରଧାନମନ୍ତ୍ରୀ X ରେ ଲେଖିଛନ୍ତି:

 

"ଦିଲ୍ଲୀର ଲେଫ୍ଟନାଣ୍ଟ ରାଜ୍ୟପାଳ ଶ୍ରୀ @SandhuTaranjitS ପ୍ରଧାନମନ୍ତ୍ରୀ @narendramodiଙ୍କୁ ଭେଟିଛନ୍ତି।"

****

SPD


(रिलीज़ आईडी: 2255119) आगंतुक पटल : 26
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Manipuri , Bengali , Bengali-TR , Assamese , Punjabi , Gujarati , Telugu , Kannada , Malayalam