ପୋଷ୍ଟ କରାଯିବା ଦିନାଙ୍କ:
20 MAR 2026 1:21PM by PIB Bhubaneswar
ଲଦାଖର ଲେଫ୍ଟନାଣ୍ଟ ରାଜ୍ୟପାଳ ଶ୍ରୀ ବିନୟ କୁମାର ସକ୍ସେନା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
ପ୍ରଧାନମନ୍ତ୍ରୀ X ରେ ଲେଖିଛନ୍ତି:
"ଲଦାଖର ଲେଫ୍ଟନାଣ୍ଟ ରାଜ୍ୟପାଳ ବିନୟ କୁମାର ସକ୍ସେନା ପ୍ରଧାନମନ୍ତ୍ରୀ @narendramodiଙ୍କୁ ଭେଟିଛନ୍ତି।"
***
SPD