ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସଂସ୍କୃତ 'ସୁଭାଷିତମ୍’ କୁ ସେୟାର କରି ଭଗବାନ ମହାବୀରଙ୍କ ବାର୍ତ୍ତାରେ ଚମତ୍କାର ପ୍ରେରଣା ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 31 MAR 2026 10:41AM by PIB Bhubaneswar

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସତ୍ୟ, ସୌହାର୍ଦ୍ଦ୍ୟ, ଉତ୍ତମ ଆଚରଣ ଏବଂ ସମାନତା ଉପରେ ଆଧାରିତ ଭଗବାନ ମହାବୀରଙ୍କ ବାର୍ତ୍ତାରେ ଚମତ୍କାର ପ୍ରେରଣା ରହିଛିତାଙ୍କର ମହାନ ଚିନ୍ତାଧାରା ସବୁଦିନ ପାଇଁ ମାନବତାର ପଥପ୍ରଦର୍ଶକ ହୋଇ ରହିବ ବୋଲି ଶ୍ରୀ ମୋଦୀ କହିଛନ୍ତି

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ପଦ ସେୟାର କରିଛନ୍ତି

‘‘ଶ୍ରୁୟତାଂ ଧର୍ମସର୍ବସ୍ବଂ ଶ୍ରୁତ୍ବା ଚୌବାବଧାୟତାମ୍‍ ।

ଆତ୍ମନଃ ପ୍ରତିକୂଳାନି ପରେଷାଂ ନ ସମାଚରେତ୍‍ ।।’’

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

ସତ୍ୟ, ସୌହାର୍ଦ୍ଦ୍ୟ, ଉତ୍ତମ ଆଚରଣ ଏବଂ ସମାନତା ଉପରେ ଆଧାରିତ ଭଗବାନ ମହାବୀରଙ୍କ ବାର୍ତ୍ତାରେ ଚମତ୍କାର ପ୍ରେରଣା ରହିଛିତାଙ୍କର ମହାନ ଚିନ୍ତାଧାରା ସର୍ବଦା ମାନବତାର ମାର୍ଗଦର୍ଶକ ଆଲୋକ ହୋଇ ରହିବ

‘‘ଶ୍ରୁୟତାଂ ଧର୍ମସର୍ବସ୍ବଂ ଶ୍ରୁତ୍ବା ଚୌବାବଧାୟତାମ୍‍ ।

ଆତ୍ମନଃ ପ୍ରତିକୂଳାନି ପରେଷାଂ ନ ସମାଚରେତ୍‍ ।।’’

HS


(ରିଲିଜ ଆଡି: 2248862) ପରିଦର୍ଶକ କାଉଣ୍ଟର : 8