ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦେବୀ କୁଷ୍ମାଣ୍ଡାଙ୍କ ଦିବ୍ୟ ଏବଂ ପରୋପକାରୀ କୃପା ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 22 MAR 2026 9:07AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେବୀ କୁଷ୍ମାଣ୍ଡାଙ୍କ ଦିବ୍ୟ ଏବଂ ପରୋପକାରୀ କୃପା ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ 'ଏକ୍ସ' ରେ ଲେଖିଛନ୍ତି:

"ଅବିଶ୍ୱସନୀୟ ସାହସ ଏବଂ ଆଧ୍ୟାତ୍ମିକ ଶକ୍ତିର ପ୍ରତୀକ ମା କୁଷ୍ମାଣ୍ଡାଙ୍କ ଚରଣ ବନ୍ଦନା କରୁଛି ! ତାଙ୍କର ଦିବ୍ୟ ଶକ୍ତି ଦ୍ୱାରା ପ୍ରତ୍ୟେକ ହୃଦୟରେ ନୂତନ ଚେତନା ଜାଗ୍ରତ ହେଉ

ସୁରାସମ୍ପୂର୍ଣ୍ଣକଳସଂ ରୁଧିରାପ୍ଲୁତମେବ ଚ ।

ଦଧାନା ହସ୍ତପଦମାଭ୍ୟାଂ କୁଷ୍କାଣ୍ଡା ଶୁଭଦାସ୍ତୁ ମେ ।।’’

HS


(रिलीज़ आईडी: 2245582) आगंतुक पटल : 30
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Bengali-TR , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam