ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାପୁଙ୍କ ଅହିଂସା ବାର୍ତ୍ତା ଉପରେ ଆଲୋକପାତ କରୁଥିବା ସଂସ୍କୃତ 'ସୁଭାଷିତମ୍ ’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
30 JAN 2026 10:30AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି, ଯେଉଁଥିରେ ମାନବତାର ସୁରକ୍ଷା ପାଇଁ ଅହିଂସା ଉପରେ ପୂଜ୍ୟ ବାପୁଙ୍କ ଗୁରୁତ୍ୱକୁ ଆଲୋକପାତ କରାଯାଇଛି ।
’’ଅହିଂସା ପରମୋ ଧର୍ମସ୍ଥଥାୟା ହିଂସା ପରତ୍ନପଃ ।
ଅହିଂସା ପରମଂ ସତ୍ୟଂ ୟତୋ ଧର୍ମଃ ପ୍ରବର୍ତ୍ତତେ ।।’’
ସୁଭାଷିତମ୍ ସୂଚିତ କରେ ଯେ, ଅହିଂସା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ, ଅହିଂସା ହେଉଛି ସର୍ବୋଚ୍ଚ ତପସ୍ୟା। ଅହିଂସା ହେଉଛି ପରମ ସତ୍ୟ, ଯେଉଁଠାରୁ ସମସ୍ତ ଧର୍ମ ଅଗ୍ରସର ହୋଇଥାଏ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
"ପୂଜ୍ୟ ବାପୁ ସର୍ବଦା ମାନବତାର ସୁରକ୍ଷା ପାଇଁ ଅହିଂସା ଉପରେ ଗୁରୁତ୍ୱାରୋପ କରିଥିଲେ। ବିନା ଅସ୍ତ୍ରଶସ୍ତ୍ରରେ ବିଶ୍ୱକୁ ବଦଳାଇବାର ଶକ୍ତି ଏହାର ରହିଛି।
’’ଅହିଂସା ପରମୋ ଧର୍ମସ୍ଥଥାୟା ହିଂସା ପରତ୍ନପଃ ।
ଅହିଂସା ପରମଂ ସତ୍ୟଂ ୟତୋ ଧର୍ମଃ ପ୍ରବର୍ତ୍ତତେ ।।’’
HS
(ରିଲିଜ ଆଡି: 2221139)
ପରିଦର୍ଶକ କାଉଣ୍ଟର : 21
ଏହି ରିଲିଜ ପଢନ୍ତୁ :
Bengali
,
English
,
Urdu
,
Marathi
,
हिन्दी
,
Manipuri
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam