ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବୃକ୍ଷରୋପଣର ସ୍ଥାୟୀ ଲାଭ ଉପରେ ଆଲୋକପାତ କରି ସଂସ୍କୃତ 'ସୁଭାଷିତମ୍’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
19 DEC 2025 9:06AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ଯାହା ଭାରତୀୟ ଚିନ୍ତାଧାରାର କାଳଜୟୀ ଜ୍ଞାନକୁ ପ୍ରତିଫଳିତ କରେ । ଏହି ଶ୍ଳୋକରେ କୁହାଯାଇଛି ଯେ, ଫଳ ଏବଂ ଫୁଲ ଧାରଣ କରୁଥିବା ଗଛ ଯେପରି ନିକଟରେ ଥିବା ମଣିଷକୁ ସନ୍ତୁଷ୍ଟ କରିଥାଏ, ସେହିପରି ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ଗଛ ଲଗାଇବା ଦ୍ୱାରା ମନୁଷ୍ୟକୁ ସବୁ ପ୍ରକାରର ଲାଭ ମିଳିଥାଏ।
ପ୍ରଧାନମନ୍ତ୍ରୀ 'ଏକ୍ସ’ ରେ ପୋଷ୍ଟ କରିଛନ୍ତି;
‘‘ପୁଷ୍ପିତାଃ ଫଳବନ୍ତଶ୍ଚ ତର୍ପୟନ୍ତିହ ମାନବାନ୍ ।
ବୃକ୍ଷନ୍ଦ ପୁତ୍ରବତ୍ ବୃକ୍ଷାଶ୍ଚାରୟନ୍ତି ପରତ୍ର ଚ ।।’’
HS
(रिलीज़ आईडी: 2206832)
आगंतुक पटल : 43
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam