ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୋଆ ମୁକ୍ତି ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 19 DEC 2025 8:52AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଗୋଆ ମୁକ୍ତି ଦିବସ ଦେଶକୁ ଭାରତର ଜାତୀୟ ଯାତ୍ରାର ଏକ ନିର୍ଣ୍ଣାୟକ ଅଧ୍ୟାୟ ମନେ ପକାଉଛିଯେଉଁମାନେ ଅନ୍ୟାୟକୁ ସ୍ୱୀକାର କରିବାକୁ ମନା କରିଥିଲେ ଏବଂ ସାହସ ଦୃଢ଼ ବିଶ୍ୱାସର ସହ ସ୍ୱାଧୀନତା ପାଇଁ ଲଢ଼ିଥିଲେ, ସେମାନଙ୍କ ଅଦମ୍ୟ ଉତ୍ସାହକୁ ସେ ସ୍ମରଣ କରିଥିଲେପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଗୋଆର ସାମଗ୍ରିକ ପ୍ରଗତି ଦିଗରେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ବଳିଦାନ ଦେଶକୁ ପ୍ରେରଣା ଯୋଗାଇବ

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

"ଗୋଆ ମୁକ୍ତି ଦିବସ ଆମକୁ ଆମ ଜାତୀୟ ଯାତ୍ରାର ଏକ ନିର୍ଣ୍ଣାୟକ ଅଧ୍ୟାୟକୁ ମନେ ପକାଉଛିଯେଉଁମାନେ ଅନ୍ୟାୟକୁ ସ୍ୱୀକାର କରିବାକୁ ମନା କରିଥିଲେ ଏବଂ ସାହସ ଦୃଢ଼ ବିଶ୍ୱାସର ସହ ସ୍ୱାଧୀନତା ପାଇଁ ଲଢ଼ିଥିଲେ, ସେମାନଙ୍କ ଅଦମ୍ୟ ଉତ୍ସାହକୁ ଆମେ ସ୍ମରଣ କରୁଛୁଗୋଆର ସାମଗ୍ରିକ ପ୍ରଗତି ଦିଗରେ ଆମେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ବଳିଦାନ ଆମକୁ ପ୍ରେରଣା ଦେଉଛି ।’’

HS


(रिलीज़ आईडी: 2206827) आगंतुक पटल : 3
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam