ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାକବି ସୁବ୍ରମଣ୍ୟମ ଭାରତୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 11 DEC 2025 10:20AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାକବି ସୁବ୍ରମଣ୍ୟମ ଭାରତୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଶ୍ରୀ ମୋଦୀ କହିଥିଲେ ଯେ, ତାଙ୍କ କବିତା ସାହସ ଜାଗ୍ରତ କରିଥିଲା ଏବଂ ତାଙ୍କ ଚିନ୍ତାଧାରା ଅସଂଖ୍ୟ ଲୋକଙ୍କ ମନରେ ସ୍ଥାୟୀ ଛାପ ଛାଡ଼ିବାର ଶକ୍ତି ରଖିଥିଲା ଏବଂ ଭାରତର ସାଂସ୍କୃତିକ ତଥା ଜାତୀୟ ଚେତନାକୁ ଆଲୋକିତ କରିଥିଲାପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଶ୍ରୀ ଭାରତୀ ଏକ ନ୍ୟାୟପୂର୍ଣ୍ଣ ଏବଂ ସମାବେଶୀ ସମାଜ ଗଠନ ଦିଗରେ କାର୍ଯ୍ୟ କରିଥିଲେ ଏବଂ ତାମିଲ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ ରହିଛି

ଏକ୍ସରେ ଭିନ୍ନ ଭିନ୍ନ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:

"ମହାକବି ସୁବ୍ରମଣ୍ୟମ ଭାରତୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳିତାଙ୍କର କବିତା ସାହାସକୁ ପ୍ରଜ୍ୱଳିତ କରିଥିଲା ଏବଂ ତାଙ୍କର ଚିନ୍ତାଧାରା ଅସଂଖ୍ୟ ଲୋକଙ୍କ ମନରେ ଏକ ସ୍ଥାୟୀ ଛାପ ଛାଡ଼ିବାର ଶକ୍ତି ରଖିଥିଲା | ସେ ଭାରତର ସାଂସ୍କୃତିକ ଏବଂ ଜାତୀୟ ଚେତନାକୁ ଆଲୋକିତ କରିଥିଲେସେ ଏକ ନ୍ୟାୟପୂର୍ଣ୍ଣ ଏବଂ ସମାବେଶୀ ସମାଜ ଗଠନ ଦିଗରେ କାର୍ଯ୍ୟ କରିଥିଲେତାମିଲ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ମଧ୍ୟ ଅତୁଳନୀୟ ରହିଛି ।’’

HS


(रिलीज़ आईडी: 2202353) आगंतुक पटल : 5
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam