ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇଟାଲୀର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ଏବଂ ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ଶ୍ରୀ ଆଣ୍ଟୋନିଓ ତାଜାନୀଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 10 DEC 2025 10:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲୀର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ଏବଂ ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ଶ୍ରୀ ଆଣ୍ଟୋନିଓ ତାଜାନୀଙ୍କୁ ସାକ୍ଷାତ କରିଛନ୍ତି

ଇଟାଲୀ-ଭାରତ ମିଳିତ ରଣନୈତିକ କାର୍ଯ୍ୟଯୋଜନା ୨୦୨୫-୨୯ ମସିହା କାର୍ଯ୍ୟକାରିତା ଦିଗରେ ଉଭୟ ପକ୍ଷ ଦ୍ୱାରା ନିଆଯାଇଥିବା ସକ୍ରିୟ ପଦକ୍ଷେକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେଏହି ଆଲୋଚନାରେ ବାଣିଜ୍ୟ, ପୁଞ୍ଜି ନିବେଶ, ଗବେଷଣା, ନବସୃଜନ, ପ୍ରତିରକ୍ଷା, ମହାକାଶ, ଯୋଗାଯୋଗ, ଆତଙ୍କବାଦର ମୁକାବିଲା, ଶିକ୍ଷା ଏବଂ ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ସମେତ ବିଭିନ୍ନ ପ୍ରାଥମିକତା କ୍ଷେତ୍ରଭଳି ପ୍ରମୁଖ କ୍ଷେତ୍ରରେ ଇଟାଲୀ-ଭାରତ ମିଳିତ ରଣନୈତିକାର୍ଯ୍ୟକୁ ଅନ୍ତର୍ଭୁକ୍ତ କରାଯାଇଥିଲା

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:

"ଆଜି ଇଟାଲୀର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ଏବଂ ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ଆଣ୍ଟୋନିଓ ତାଜାନୀଙ୍କୁ ଭେଟି ଖୁସି ଅନୁଭବ କରୁଛିବାଣିଜ୍ୟ, ନିବେଶ, ଗବେଷଣା, ନବସୃଜନ, ପ୍ରତିରକ୍ଷା, ମହାକାଶ, ଯୋଗାଯୋଗ, ଆତଙ୍କବାଦର ମୁକାବିଲା, ଶିକ୍ଷା ଏବଂ ଜନ-ଜନ ସମ୍ପର୍କ  ଯୋଜନାର କାର୍ଯ୍ୟାନ୍ୱୟନ ଦିଗରେ ଉଭୟ ପକ୍ଷ ଦ୍ୱାରା ନିଆଯାଇଥିବା ସକ୍ରିୟ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ

ଭାରତ-ଇଟାଲୀ ବନ୍ଧୁତ୍ୱ ଆହୁରି ସୁଦୃଢ଼ ହେବାରେ ଲାଗିଛି, ଯାହା ଆମ ଜନସାଧାରଣ ଏବଂ ବିଶ୍ୱ ସମୁଦାୟକୁ ବହୁତ ଉପକୃତ କରୁଛି। ’’

@GiorgiaMeloni

@Antonio_Tajani”

 

 HS


(रिलीज़ आईडी: 2202349) आगंतुक पटल : 6
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam