ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପର୍ବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
05 NOV 2025 10:26AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପର୍ବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ଜୀବନ ଏବଂ ବାର୍ତ୍ତା ମାନବଜାତିକୁ ସମୟୋଚିତ ଜ୍ଞାନ ସହିତ ମାର୍ଗଦର୍ଶନ ଜାରି ରଖିଛି। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, "ତାଙ୍କର କରୁଣା, ସମାନତା, ନମ୍ରତା ଏବଂ ସେବାର ଶିକ୍ଷା ଅତ୍ୟନ୍ତ ପ୍ରେରଣାଦାୟୀ।’’
ପ୍ରଧାନମନ୍ତ୍ରୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି:
‘‘ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ଜୀବନ ଏବଂ ବାର୍ତ୍ତା ମାନବଜାତିକୁ ସମୟୋଚିତ ଜ୍ଞାନ ସହିତ ମାର୍ଗଦର୍ଶନ ଜାରି ରଖିଛି। କରୁଣା, ସମାନତା, ନମ୍ରତା ଏବଂ ସେବାର ତାଙ୍କର ଶିକ୍ଷା ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କର ପ୍ରକାଶ ପର୍ବ ଅବସରରେ ଶୁଭେଚ୍ଛା। ତାଙ୍କର ଦିବ୍ୟ ଆଲୋକ ଆମ ଗ୍ରହକୁ ସବୁଦିନ ପାଇଁ ଆଲୋକିତ କରୁ । "
HS
(रिलीज़ आईडी: 2186800)
आगंतुक पटल : 28
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam