ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଜସ୍ଥାନ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
30 MAR 2025 11:46AM by PIB Bhubaneshwar
30 . 03. 2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ଦିବସ ଅବସରରେ ରାଜସ୍ଥାନର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ ଆଶା ପ୍ରକାଶ କରିଛନ୍ତି ଯେ ରାଜ୍ୟ ଆହୁରି ଉନ୍ନତି କରିବ ଏବଂ ଭାରତର ଉତ୍କର୍ଷତା ଯାତ୍ରାରେ ଅମୂଲ୍ୟ ଯୋଗଦାନ ଦେବ।
X ରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
"ଏକ ଅଦ୍ଭୁତ ସାହସ ଏବଂ ବୀରତ୍ୱର ପ୍ରତୀକ ରାଜସ୍ଥାନ ରାଜ୍ୟର ମୋର ସମସ୍ତ ଭାଇ ଏବଂ ଭଉଣୀମାନଙ୍କୁ ରାଜସ୍ଥାନ ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା । ମୁଁ କାମନା କରୁଛି ଯେ ଏହି ରାଜ୍ୟର ପରିଶ୍ରମୀ ଏବଂ ପ୍ରତିଭାଶାଳୀ ଲୋକଙ୍କ ଅଂଶଗ୍ରହଣ ସହିତ, ଏହି ରାଜ୍ୟ ବିକାଶର ନୂତନ ମାନଦଣ୍ଡ ସ୍ଥାପନ କରୁ ଏବଂ ଦେଶର ସମୃଦ୍ଧିରେ ଅମୂଲ୍ୟ ଯୋଗଦାନ ଦେଉ।"
***
SSP
(रिलीज़ आईडी: 2159264)
आगंतुक पटल : 7
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam