ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଛତ୍ରପତି ମହାରାଜ ଶିବାଜୀ ମହାରାଜଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 19 FEB 2025 9:01AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତ୍ରପତି ଶିବାଜୀ ମହାରାଜଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଶ୍ରୀ ମୋଦି ଏକ୍ସ ରେ ଲେଖିଛନ୍ତି;

“ଛତ୍ରପତି ଶିବାଜୀଙ୍କୁ ତାଙ୍କ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି ।

ତାଙ୍କର ବୀରତ୍ୱ ଏବଂ ଦୂରଦର୍ଶୀ ନେତୃତ୍ୱ ସ୍ୱରାଜ୍ୟର ଭିତ୍ତିଭୂମି ପକାଇଥିଲା । ପିଢ଼ିଙ୍କୁ ସାହସ ଓ ନ୍ୟାୟର ମୂଲ୍ୟ ବଜାୟ ରଖିବାକୁ ପ୍ରେରଣା ଦେଇଛି ।”

SR


(रिलीज़ आईडी: 2158840) आगंतुक पटल : 8
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam