ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମକର ସଂକ୍ରାନ୍ତିର ମହାନ ପର୍ବ ଅବସରରେ ମହାକୁମ୍ଭଠାରେ ପ୍ରଥମ ଅମୃତ ସ୍ନାନରେ ଅଂଶଗ୍ରହଣ କରିଥିବା ଭକ୍ତମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
14 JAN 2025 2:29PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମକର ସଂକ୍ରାନ୍ତିର ମହାନ ପର୍ବ ଅବସରରେ ମହାକୁମ୍ଭଠାରେ ପ୍ରଥମ ଅମୃତ ସ୍ନାନରେ ଅଂଶଗ୍ରହଣ କରିଥିବା ଭକ୍ତମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମହାକୁମ୍ଭ ସମୟର ଝଲକ ସେୟାର କରି ଶ୍ରୀ ମୋଦୀ ଲେଖିଛନ୍ତି:
"ମହାକୁମ୍ଭରେ ଭକ୍ତି ଏବଂ ଆଧ୍ୟାତ୍ମିକତାର ଏକ ଚମତ୍କାର ସଙ୍ଗମ!
ମକର ସଂକ୍ରାନ୍ତି ମହାପର୍ବ ଅବସରରେ ମହାକୁମ୍ଭଠାରେ ପ୍ରଥମ ଅମୃତ ସ୍ନାନରେ ସାମିଲ ଥିବା ସମସ୍ତ ଭକ୍ତମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ମହାକୁମ୍ଭଙ୍କର କିଛି ଚିତ୍ର "।
HS
(ରିଲିଜ ଆଡି: 2158790)
ପରିଦର୍ଶକ କାଉଣ୍ଟର : 23
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam