କୋଇଲା ମନ୍ତ୍ରଣାଳୟ
azadi ka amrit mahotsav

କୋଇଲା ମନ୍ତ୍ରଣାଳୟକୁ ଦୁଇ ଶହ କୋଇଲା ବ୍ଲକ ଆବଂଟନ ଦାୟିତ୍ୱ



ସିଙ୍ଘଲ ଲିମିଟେଡକୁ ମାରବାତୋଲା-୨ ବ୍ଲକ

प्रविष्टि तिथि: 17 JUN 2025 11:50AM by PIB Bhubaneshwar

 

୨୦୦ଟି କୋଇଲା ବ୍ଲକ ଆବଂଟନ କରିବାକୁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟକୁ ଅନୁମତି ମିଳିଛି ଭାରତବର୍ଷର କୋଇଲା ସେକ୍ଟରକୁ ମଜଭୂତ କରିବା ଲାଗି ସମ୍ପୃକ୍ତ ମନ୍ତ୍ରଣାଳୟ ଅବିରତ ପ୍ରୟାସ ଜାରି ରଖିଛି ସିଙ୍ଘଲ ବିଜିନେସ ପ୍ରାଇଭେଟ ଲିମିଟିଡେକୁ ମାରବାତୋଲା- ବ୍ଲକ ଦିଆଗଲା ପରେ ସେକ୍ଟରାଲ ସଂସ୍କାର କରାଯାଇ ବେସରକାରୀ ସହଭାଗିତାକୁ ପ୍ରୋତ୍ସାହିତ କରାଯାଇ କୋଇଲା ଉତ୍ପାଦନରେ ଆତ୍ମ ନିର୍ଭରତା ସୃଷ୍ଟି କରାଯାଇପାରିଛି

ଏହି ପରିପ୍ରେକ୍ଷୀରେ ମନୋନୀତ ପଦାଧିକାରୀମାନେ ଶିଳ୍ପ ଅଂଶୀଦାରମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ପୁଞ୍ଜି ନିବେଶ ପାଇଁ ବାତାନୁକୂଳ ପରିବେଶ ସୃଷ୍ଟି, ବିଭାଗୀୟ ଅନ୍ତରାୟ ଦୂରୀକରଣ, କୋଲ ବ୍ଲକର କାର୍ଯ୍ୟକାରୀ ସୁଲଭତା ସୃଷ୍ଟି ଲାଗି ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଥିଲା

ଘରୋଇ କ୍ଷେତ୍ରରେ କୋଇଲା ଉତ୍ପାଦନ ସହ ଜାତୀୟ ଊର୍ଜ୍ଜା ମାଟ୍ରିକ୍ସରେ ସମତୁଲତା ଆଣି ଆମଦାନୀ ଉପରୁ ନିର୍ଭରଶୀଳତା କମାଇବା ଊର୍ଜ୍ଜା ପ୍ରତିରକ୍ଷାକୁ ମଜଭୂତ କରିବାକୁ ଲକ୍ଷ୍ୟ ରଖାଯାଇଛି ଉଭୟ ଆର୍ଥନୀତିକ ଅଭିବୃଦ୍ଧି ଷ୍ଟ୍ରାଟେଜିକ ଅଟୋନୋମିକୁ ସୁଦୃଢ କରିବା ଲାଗି ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି

ଗତ କିଛି ବର୍ଷ ଧରି ସମ୍ପୃକ୍ତ ମନ୍ତ୍ରଣାଳୟ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦେଇ ଗତି କରୁଥିଲା ବ୍ୟାବସାୟିକ କୋଇଲା ଉତୋଳନ ସହ ସିଙ୍ଗଲ ବିଣ୍ଡୋ ଅପସାରଣ ପରି ଯୋଜନା ଡିଜିଟାଲ ଗଭର୍ଣ୍ଣାନ୍ସ ପାଖରେ ଆମକୁ ଏବେ ପହଂଚାଇଛି ଏପରି ପଦକ୍ଷେପଗୁଡିକ କୋଇଲା ସେକ୍ଟର କାର୍ଯ୍ୟକାରୀ କ୍ଷେତ୍ରର ରୂପରେଖକୁ ବଦଳେଇ ଦେଇଛି ବେସରକାରୀ ଉଦ୍ୟୋଗପତିଙ୍କୁ ଅଭିନବ ସୁଯୋଗ ଠାବ ନେଇ ଖୋରାକ ଯୋଗାଇଛି ମୂଳ ଭିତିଭୂମିର ବିକାଶ ସହ ଏକ ସ୍ୱଚ୍ଛ, ଉତରଦାୟୀ, ସୁଦୂର ପ୍ରସାରୀ ଫ୍ରେମ ବାର୍କ ପ୍ରସ୍ତୁତ କରାଯାଇ ପାରିଛି

PBD


(रिलीज़ आईडी: 2137118) आगंतुक पटल : 15
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Gujarati , Tamil