ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 14 APR 2025 8:14AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସେ କହିଛନ୍ତି ଯେ ବାବାସାହେବଙ୍କ ନୀତି ଏବଂ ଆଦର୍ଶ ଏକ ଆତ୍ମନିର୍ଭରଶୀଳ ଏବଂ ବିକଶିତ ଭାରତ ଗଠନ ପାଇଁ ଶକ୍ତି ଏବଂ ଗତି ପ୍ରଦାନ କରିବ

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

ସମସ୍ତ ଦେଶବାସୀଙ୍କ ପକ୍ଷରୁ ଭାରତ ରତ୍ନ ପୂଜ୍ୟ ବାବାସାହେବଙ୍କୁ ତାଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ ତାଙ୍କର ପ୍ରେରଣା ଯୋଗୁଁ ଦେଶ ଆଜି ସାମାଜିକ ନ୍ୟାୟର ସ୍ୱପ୍ନକୁ ସାକାର କରିବାରେ ସମର୍ପିତ ଭାବରେ ଏକତ୍ରିତ ହୋଇଛି ତାଙ୍କର ନୀତି ଏବଂ ଆଦର୍ଶ ଆତ୍ମନିର୍ଭର ତଥା ବିକଶିତ ଭାରତ ନିର୍ମାଣ କରିବା ପାଇଁ ଶକ୍ତି ଏବଂ ଗତି ପ୍ରଦାନ କରିବ

 

SR


(ରିଲିଜ ଆଡି: 2122003) ପରିଦର୍ଶକ କାଉଣ୍ଟର : 33