ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହିମାଚଳ ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 APR 2025 11:09AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ଦିବସରେ ହିମାଚଳ ପ୍ରଦେଶର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି:

ହିମାଚଳ ଦିବସ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଅନେକ ଶୁଭକାମନା ଗୌରବମୟ ସଂସ୍କୃତି ପାଇଁ ପ୍ରସିଦ୍ଧ ଏହି ପ୍ରଦେଶର ମୋର ଭାଇ-ଭଉଣୀମାନ ନିଜର ପରିଶ୍ରମ, ପ୍ରତିଭା ଏବଂ ପରାକ୍ରମ ପାଇଁ ବେଶ୍ ଲୋକପ୍ରିୟ ଏହି ସ୍ୱତନ୍ତ୍ର ଦିବସରେ ଆପଣମାନଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ଆରୋଗ୍ୟ ଆସିବା ସହ ଆମ ଦେବଭୂମି ପ୍ରଗତି ପଥରେ ଅଗ୍ରସର ହେଉ, ଏହା ହିଁ ମୋର କାମନା

 

SR


(ରିଲିଜ ଆଡି: 2121986) ପରିଦର୍ଶକ କାଉଣ୍ଟର : 45