ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୧୯୯୬ ଶ୍ରୀଲଙ୍କା କ୍ରିକେଟ ଟିମ ର ସଦସ୍ୟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 05 APR 2025 9:40PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୧୯୯୬ ମସିହାରେ ବିଶ୍ୱକପ୍ ଜିତିଥିବା ଶ୍ରୀଲଙ୍କା କ୍ରିକେଟ ଟିମ୍ ର ସଦସ୍ୟମାନଙ୍କୁ ଭେଟି ଭାବର ଆଦାନପ୍ରଦାନ କରିଛନ୍ତି ।

ଏକ ସ୍ୱତନ୍ତ୍ର ଏକ୍ସ ପୋଷ୍ଟରେ ସେ କହିଛନ୍ତି:

“କ୍ରିକେଟ କନେକ୍ଟ!

୧୯୯୬ ମସିହାରେ ବିଶ୍ୱକପ୍ ଜିତିଥିବା ଶ୍ରୀଲଙ୍କା କ୍ରିକେଟ ଟିମ୍ ର ସଦସ୍ୟମାନଙ୍କ ସହ ଭାବ ବିନିମୟ କରି ଖୁସି ହେଲି । ଏହି ଟିମ୍ ଅଗଣିତ କ୍ରିକେଟ ପ୍ରେମୀଙ୍କ କଳ୍ପନାକୁ କବ୍ଚା କରିଥିଲା ।”

SR


(रिलीज़ आईडी: 2119455) आगंतुक पटल : 56
इस विज्ञप्ति को इन भाषाओं में पढ़ें: Malayalam , Tamil , Telugu , Kannada , Bengali , English , Urdu , Marathi , हिन्दी , Manipuri , Assamese , Punjabi , Gujarati