ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନବରାତ୍ରିରେ ଦେବୀ ମା’ଙ୍କ ପୂଜା ଦ୍ୱାରା ମନକୁ ଶାନ୍ତି ମିଳିଥାଏ : ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
01 APR 2025 10:02AM by PIB Bhubaneshwar
ନବରାତ୍ରିରେ ଦେବୀ ମା’ଙ୍କ ପୂଜା ଦ୍ୱାରା ମନକୁ ଅସୀମ ଶାନ୍ତି ମିଳିଥାଏ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି । ଏଥିସହ ସେ ପଣ୍ଡିତ ଭୀମସେନ ଜୋଶୀଙ୍କର ଏକ ଭଜନ ମଧ୍ୟ ଶେୟାର କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ନବରାତ୍ରିରେ ଦେବୀ ମା’ଙ୍କର ଆରାଧନା ମନକୁ ଅସୀମ ଶାନ୍ତିରେ ଭରି ଦେଇଥାଏ । ମା’ଙ୍କ ଉଦ୍ଦେଶ୍ୟରେ ସମର୍ପିତ ପଣ୍ଡିତ ଭୀମସେନ ଜୋଶୀଙ୍କ ଏହି ଭାବପୂର୍ଣ୍ଣ ଭଜନ ମନକୁ ମନ୍ତ୍ରମୁଗ୍ଧ କରିଦେବ...”
SR
(ରିଲିଜ ଆଡି: 2117233)
ପରିଦର୍ଶକ କାଉଣ୍ଟର : 46
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam