ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ହୋଲି ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 13 MAR 2025 6:34PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂଆ ଉତ୍ସାହ ଶକ୍ତି ଭରିଦେଉ ଏବଂ ଦେଶବାସୀଙ୍କ ଏକତାର ରଙ୍ଗ ଆହୁରି ରଙ୍ଗାୟିତ ହେଉ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି

ଏକ୍ସ ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ ହୋଇଛି:

ଆପଣ ସମସ୍ତଙ୍କୁ ହୋଲିର ବହୁତ ବହୁତ ଶୁଭେଚ୍ଛା ହର୍ଷ ଉଲ୍ଲାସ ଭରା ଏହି ପର୍ବ ପ୍ରତ୍ୟେକଙ୍କ ଜୀବନରେ ନୂଆ ଉତ୍ସାହ ଶକ୍ତି ସଞ୍ଚାର କରିବା ସହ ଦେଶବାସୀଙ୍କ ଏକତାର ରଙ୍ଗକୁ ଆହୁରି ରଙ୍ଗାୟିତ କରୁ,ଏହାହିଁ ମୋର କାମନା

SR


(ରିଲିଜ ଆଡି: 2111416) ପରିଦର୍ଶକ କାଉଣ୍ଟର : 45