ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗାରିମେଲା ବାଲକ୍ରିଷ୍ଣ ପ୍ରସାଦ ଗାରୁଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ
प्रविष्टि तिथि:
10 MAR 2025 7:56PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାରିମେଲା ବାଲକ୍ରିଷ୍ଣ ପ୍ରସାଦ ଗାରୁଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଗାରିମେଲା ବାଲକ୍ରିଷ୍ଣ ପ୍ରସାଦ ଗାରୁଙ୍କ ଆତ୍ମାକୁ ଛୁଇଁବା ଭଳି ଗୀତ ଅନେକଙ୍କ ହୃଦୟକୁ ଛୁଇଁଥିଲା ଏବଂ ଏହା ଆମର ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସଙ୍ଗୀତର ପରମ୍ପରାକୁ ସଂରକ୍ଷଣ କରିବା ସହ ଉତ୍ସବ ମନାଉଛି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି:
“ଗାରିମେଲା ବାଲକ୍ରିଷ୍ଣ ପ୍ରସାଦ ଗାରୁଙ୍କ ପରଲୋକରେ ଦୁଃଖିତ । ଆତ୍ମାକୁ ଛୁଇଁବା ଭଳି ତାଙ୍କ ସଙ୍ଗୀତ ଅନେକଙ୍କ ହୃଦୟକୁ ଛୁଇଁଥିଲା ଏବଂ ଏହା ଆମର ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସଙ୍ଗୀତର ପରମ୍ପରାକୁ ସଂରକ୍ଷଣ କରିବା ସହ ଉତ୍ସବ ମନାଉଛି । ଜଣେ ପ୍ରତିଭାଶାଳୀ ସଂଗୀତଜ୍ଞ ଭାବେ ସେ ସବୁଦିନ ମନେ ରହିଥିବେ । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ମୋର ଗଭୀର ସମବେଦନା । ଓମ୍ ଶାନ୍ତି!: ପ୍ରଧାନମନ୍ତ୍ରୀ @narendramodi”
SR
(रिलीज़ आईडी: 2110070)
आगंतुक पटल : 42
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam