ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୂଜ୍ୟ ସନ୍ଥ ଶ୍ରୀ ସେବାଲାଲ ମହାରାଜଙ୍କୁ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 15 FEB 2025 5:12PM by PIB Bhubaneswar

 

ପୂଜ୍ୟ ସନ୍ଥ ଶ୍ରୀ ସେବାଲାଲ ମହାରାଜଙ୍କୁ ତାଙ୍କ ଜୟନ୍ତୀରେ ଆଜିପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି 

ପ୍ରଧାନମନ୍ତ୍ରୀ ଏକ୍ସ  ଏକ ପୋଷ୍ଟରେ ଲେଖିଛନ୍ତି:

ପୂଜ୍ୟ ସନ୍ଥ ଶ୍ରୀ ସେବାଲାଲ ମହାରାଜଙ୍କୁ ତାଙ୍କ ଜୟନ୍ତୀରେ ମୋରଶତ ଶତ ପ୍ରଣାମ! ସେ ତାଙ୍କର ସାରା ଜୀବନ ଗରିବ ଏବଂ ବଞ୍ଚିତବର୍ଗଙ୍କ କଲ୍ୟାଣ ଦିଗରେ ସମର୍ପଣ କରିଥିଲେ  ନିଜର ସମ୍ପୂର୍ଣ୍ଣ କ୍ଷମତାସହ ସେ ନିରନ୍ତର ସାମାଜିକ ଅନ୍ୟାୟ ବିରୋଧରେ ଲଢ଼େଇ କରିଥିଲେ ସମାନତାସଦଭାବନାଭକ୍ତି ଏବଂ ନିସ୍ୱାର୍ଥ ସେବା ମୂଲ୍ୟ ପ୍ରତି ଶ୍ରୀମହାରାଜ ସର୍ବଦା ସମର୍ପିତ ଥିଲେ  ତାଙ୍କର ବାର୍ତ୍ତା ସମାଜର ପ୍ରତ୍ୟେକପିଢ଼ିକୁ ସମ୍ବେଦନଶୀଳ ଏବଂ କରୁଣାମୟୀ ଜୀବନ ପାଇଁ ପ୍ରେରିତକରିଛି  ତାଙ୍କର ସତ୍ ବିଚାର ଏକ ନ୍ୟାୟପ୍ରିୟସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂମାନବତାର ସେବା ଦିଗରେ ସମର୍ପିତ ସମାଜର ନିର୍ମାଣ ପାଇଁ ସର୍ବଦାମାର୍ଗଦର୍ଶନ ଦେଇ ଚାଲିଥିବ 

ଜୟ ସେବାଲାଲ!”  

SR

 


(ରିଲିଜ ଆଡି: 2103708) ପରିଦର୍ଶକ କାଉଣ୍ଟର : 58