ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତୀୟ ସଂସ୍କୃତି ଏବଂ ଆଧ୍ମୟାତ୍ମିକତା ବାବଦରେ ଡ. ଟୋନି ନାଦାରଙ୍କ ଭାବନାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
Posted On:
15 FEB 2025 5:56PM by PIB Bhubaneshwar
ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତା ବାବଦରେ ଡ. ଟୋନିନାଦାରଙ୍କ ଗଭୀର ଭାବନା ଏବଂ ଜାଣିବାର ଇଚ୍ଛାଶକ୍ତିକୁ ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:
“କିଛି ଦିନ ତଳେ ଡ. ଟୋନି ନାଦାରଙ୍କ ସହ ଏକ ଭୀର ଆଲୋଚନାହୋଇଥିଲା । ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତା ବାବଦରେତାଙ୍କର ଜ୍ଞାନ ଏବଂ ଜାଣିବାର ଇଚ୍ଛାଶକ୍ତି ବାସ୍ତବରେ ପ୍ରଶଂସନୀୟ ।”
SR
(Release ID: 2103707)
Read this release in:
English
,
Urdu
,
Hindi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam