ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜୟନ୍ତୀ ଅବସରରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

Posted On: 12 FEB 2025 2:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାନ ଚିନ୍ତକ, ସମାଜ ସଂସ୍କାରକ ତଥା ପ୍ରଖର ରାଷ୍ଟ୍ରବାଦୀ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

“ମହାନ ଚିନ୍ତକ, ସମାଜ ସଂସ୍କାରକ ଏବଂ ପ୍ରଖର ରାଷ୍ଟ୍ରବାଦୀ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କୁ ତାଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ । ସେ ଆଜୀବନ ସମାଜକୁ ଅଜ୍ଞାନତା, ଅନ୍ଧବିଶ୍ୱାସ ଏବଂ ଆଡମ୍ବର ବିରୁଦ୍ଧରେ ସଚେତନ କରିବାରେ ଅତିବାହିତ କରିଥିଲେ । ଶିକ୍ଷା ଓ ମହିଳା ସଶକ୍ତିକରଣ ସହ ଭାରତୀୟ ଐତିହ୍ୟ ଏବଂ ସଂସ୍କୃତିର ସଂରକ୍ଷଣ ପାଇଁ ତାଙ୍କର ଉଦ୍ୟମ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇବ ।”

 

SR


(Release ID: 2102643) Visitor Counter : 17