ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଖେଳଣା ବିନିର୍ମାଣ କ୍ଷେତ୍ରରେ ଆମର ପ୍ରଗତି ଆତ୍ମନିର୍ଭରତା ଦିଗରେ ପ୍ରୟାସକୁ ଆଗକୁ ନେଇଛି ଏବଂ ପରମ୍ପରା ତଥା ଉଦ୍ୟମିତାକୁ ଲୋକପ୍ରିୟ କରିଛି: ପ୍ରଧାନମନ୍ତ୍ରୀ
Posted On:
20 JAN 2025 2:08PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏହା କହିଛନ୍ତି କି, ଖେଳଣା ବିନିର୍ମାଣ କ୍ଷେତ୍ରରେ ସରକାରଙ୍କ ଉନ୍ନତି ଆତ୍ମନିର୍ଭରତା ଦିଗରେ ଆମର ପ୍ରୟାସକୁ ଆଗେଇ ନେଇ ପରମ୍ପରା ତଥା ଉଦ୍ୟମିତାକୁ ଲୋକପ୍ରିୟ କରିଛି ।
ଏକ୍ସ ରେ ମନ୍ କୀ ବାତ୍ ହ୍ୟାଣ୍ଡଲ ଅପଡେଟ ପକ୍ଷରୁ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ସେ ଲେଖିଛନ୍ତି:
“ମୁଁ ମନ୍ କୀ ବାତ୍ #MannKiBaatର ଏକ ଏପିସୋଡରେ ଖେଳଣା ବିନିର୍ମାଣକୁ ପ୍ରୋତ୍ସାହିତ କରିବା ପ୍ରସଙ୍ଗରେ କହିଥିଲି । ଏବେ ସମଗ୍ର ଦେଶରେ ସାମୁହିକ ପ୍ରୟାସ ଯୋଗୁ ଏଥିରେ ପ୍ରଗତି ହୋଇପାରିଛି ।
ଏହି କ୍ଷେତ୍ରରେ ଆମର ପ୍ରଗତି ଆତ୍ମନିର୍ଭରତା ଦିଗରେ ଆମର ପ୍ରୟାସକୁ ଆଗେଇ ନେଇଛି ଏବଂ ପରମ୍ପରା ତଥା ଉଦ୍ୟମିତାକୁ ଲୋକପ୍ରିୟ କରିଛି ।”
SR
(Release ID: 2094869)
Visitor Counter : 33
Read this release in:
English
,
Urdu
,
Marathi
,
Hindi
,
Bengali-TR
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam