ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପଞ୍ଜାବୀ କଳାକାର ଦିଲଜିତ୍ ଦୋସାଞ୍ଜ
ପୋଷ୍ଟ କରାଯିବା ଦିନାଙ୍କ:
01 JAN 2025 11:24PM by PIB Bhubaneswar
ପଞ୍ଜାବୀ କଳାକାର ଦିଲଜିତ୍ ଦୋସାଞ୍ଜ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ ଦିଲଜିତ୍ଙ୍କୁ ବହୁମୁଖୀ ଏବଂ ପରମ୍ପରା ସହ ପ୍ରତିଭା ମିଶ୍ରିତ ଜଣେ କଳାକାର ବୋଲି କହିବା ସହ ତାଙ୍କର ପ୍ରଶଂସା କରିଥିଲେ ।
ଏକ୍ସରେ ଦିଲଜିତ୍ ଦୋସାଞ୍ଜଙ୍କର ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ ଲେଖିଛନ୍ତି :
“ଦିଲଜିତ୍ ଦୋସାଞ୍ଜଙ୍କ ସହ ଏକ ଭଲ ଆଲୋଚନା ହେଲା !
ସେ ପ୍ରକୃତରେ ଜଣେ ବହୁମୁଖୀ, ପ୍ରତିଭା ଏବଂ ପରମ୍ପରାର ମିଶ୍ରଣ । ଆମେ ସଙ୍ଗୀତ, ସଂସ୍କୃତି ଏବଂ ଅନ୍ୟାନ ବିଭିନ୍ନ ବିଷୟ ଉପରେ ମତ ବିନିମୟ କଲୁ । ”
SR
(ରିଲିଜ ଆଡି: 2089465)
ପରିଦର୍ଶକ କାଉଣ୍ଟର : 60
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam