ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଦେଖିଲେ ‘ଦ ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର
ପୋଷ୍ଟ କରାଯିବା ଦିନାଙ୍କ:
02 DEC 2024 8:01PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏନଡିଏ ସଦସ୍ୟମାନଙ୍କ ସହ ସଂସଦରେ ‘ଦ ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର ଦେଖିଛନ୍ତି ।
ସେ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି:
“ଏନଡିଏ ସଦସ୍ୟମାନଙ୍କ ସହ ‘ଦ ସାବରମତୀ ରିପୋର୍ଟ’ର ସ୍କ୍ରିନିଂରେ ଯୋଗଦେଲି । ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସେମାନଙ୍କ ପ୍ରଚେଷ୍ଟା ପାଇଁ ପ୍ରଶଂସା କରୁଛି ।”
SR
(ରିଲିଜ ଆଡି: 2079953)
ପରିଦର୍ଶକ କାଉଣ୍ଟର : 64
ଏହି ରିଲିଜ ପଢନ୍ତୁ :
Bengali
,
Assamese
,
Telugu
,
Malayalam
,
English
,
Urdu
,
Marathi
,
हिन्दी
,
Manipuri
,
Punjabi
,
Gujarati
,
Tamil
,
Kannada