ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାଇ ଦୁଜ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 NOV 2024 9:53AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଭାଇ ଦୁଜ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ସମସ୍ତ ଦେଶବାସୀଙ୍କୁ ଭାଇ ଦୁଜ୍‌ର ଅନେକ ଶୁଭକାମନା । ଏହି ପବିତ୍ର ଉତ୍ସବ ଅବସରରେ ଭାଇ-ଭଉଣୀମାନଙ୍କର ପରସ୍ପର ପ୍ରତି ସ୍ନେହ ଓ ଭଲପାଇବା ଅଧିକ ଗଭୀର ହେଉ, ଏହା ମୋର କାମନା ।”

 

SR


(ରିଲିଜ ଆଡି: 2070447) ପରିଦର୍ଶକ କାଉଣ୍ଟର : 103