ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କନ୍ନଡ ରାଜୋତ୍ସବ ଅବସରରେ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 NOV 2024 9:07AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କନ୍ନଡ ରାଜୋତ୍ସବ ଅବସରରେ କର୍ଣ୍ଣାଟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“କର୍ଣ୍ଣାଟକର ଆଦର୍ଶ ସଂସ୍କୃତି ଏବଂ ପରମ୍ପରାକୁ ସ୍ୱୀକୃତି ଦେଇ କନ୍ନଡ ରାଜୋତ୍ସବ ଏକ ବିଶେଷ ଉତ୍ସବ । ଏହି ରାଜ୍ୟ ଉଲ୍ଲେଖନୀୟ ବ୍ୟକ୍ତିଙ୍କ ସହ ଆଶୀର୍ବାଦ ପ୍ରାପ୍ତ, ଯେଉଁମାନେ କ୍ଷେତ୍ରଗୁଡିକରେ ଅଭିବୃଦ୍ଧି ଏବଂ ନୂତନତ୍ୱକୁ ଅଧିକ ତ୍ୱରାନ୍ୱିତ କରୁଛନ୍ତି । କର୍ଣ୍ଣାଟକର ଲୋକମାନେ ସର୍ବଦା ସୁଖ ଏବଂ ସଫଳତାର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ।”

SR


(ରିଲିଜ ଆଡି: 2070088) ପରିଦର୍ଶକ କାଉଣ୍ଟର : 63