ଉପରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ଇଷ୍ଟର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି

प्रविष्टि तिथि: 30 MAR 2024 7:01PM by PIB Bhubaneswar

ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ଇଷ୍ଟରର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବାର୍ତ୍ତାର ସମ୍ପୂର୍ଣ୍ଣ ଲେଖା ନିମ୍ନଲିଖିତ ଭାବେ ରହିଛି-

ଇଷ୍ଟର ପବିତ୍ର ଅବସରରେ ମୁଁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନର୍ଜୀବନକୁ ସ୍ମରଣ କରି ପାଳନ କରାଯାଉଥବା ଇଷ୍ଟର ପର୍ବ ପ୍ରେମ, କରୁଣା ଏବଂ କ୍ଷମାର ଗଭୀର ପ୍ରଭାବକୁ ସ୍ମରଣୀୟ କରିଥାଏ

ମୁଁ କାମନା କରୁଛି ଯେ ଏହି ପବିତ୍ର ଅବସରରେ ଆମ ଜୀବନରେ ଶାନ୍ତି ଏବଂ ସଦ୍ଭାବ ଆଣିବା ସହ ଆମକୁ ମାନବିକତାର ସେବା କରିବାକୁ ପ୍ରେରଣା ଦିଅନ୍ତୁ।

 

***********

NS/MB


(रिलीज़ आईडी: 2016873) आगंतुक पटल : 114
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Punjabi , Tamil