ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଦ୍ୱାରକାଧୀଶ ମନ୍ଦିର ଗସ୍ତ କରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଦ୍ୱାରକାଧୀଶ ମନ୍ଦିରରେ ପ୍ରାର୍ଥନା କଲି । ଜୟ ଶ୍ରୀ କୃଷ୍ଣ ।’
Prayed at the Dwarkadhish Temple. Jai Shri Krishna! pic.twitter.com/6YYb9MWJ2z— Narendra Modi (@narendramodi) February 25, 2024
Prayed at the Dwarkadhish Temple. Jai Shri Krishna! pic.twitter.com/6YYb9MWJ2z
SR