ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାଗଦାନାର ମନ୍ଜୀ ଦାଦାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
14 FEB 2024 11:11AM by PIB Bhubaneswar
ବାଗଦାନା ଆଶ୍ରମର ମନ୍ଜୀ ଦାଦାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଗୁରୁ ଆଶ୍ରମ, ବାଗଦାନାର ପୂଜ୍ୟ ମନ୍ଜୀ ଦାଦାଙ୍କ ନିଧନ ଖବର ଶୁଣି ଦୁଃଖିତ । ସମାଜ ସେବା କ୍ଷେତ୍ରରେ ତାଙ୍କ ଯୋଗଦାନ ସବୁବେଳେ ମନେରହିବ । ଓମ୍ ଶାନ୍ତି!!’
SR
(ରିଲିଜ ଆଡି: 2006112)
ପରିଦର୍ଶକ କାଉଣ୍ଟର : 107
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam