ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ହିମାଚଳ ପ୍ରଦେଶ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 25 JAN 2024 9:42AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ହିମାଚଳ ପ୍ରଦେଶର ମୋର ପରିବାରଜନ ପ୍ରକୃତି ଏବଂ କଳା-ସଂସ୍କୃତି ସହ ନିବିଡ଼ ସମ୍ପର୍କ ଏବଂ ନିଜ ସାହସ ଓ ଶୌର୍ଯ୍ୟ ପାଇଁ ଜଣା । ନିଜ ଗୌରବଶାଳୀ ଐତିହ୍ୟର ସଂରକ୍ଷଣ ପାଇଁ ମଧ୍ୟ ସେମାନେ ସର୍ବଦା ଉତ୍ସର୍ଗୀକୃତ ରହିଥାନ୍ତି । ରାଜ୍ୟର ପୂର୍ଣ୍ଣ ରାଜ୍ୟତ୍ୱ ଦିବସରେ ସେମାନଙ୍କୁ ମୋର ଢେରସାରା ଶୁଭକାମନା ।’

         

 SR



(Release ID: 1999485) Visitor Counter : 42