ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବେମନା ଜୟନ୍ତୀ ଅବସରରେ ମହାଯୋଗୀ ବେମନାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
प्रविष्टि तिथि:
19 JAN 2024 6:42PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେମନା ଜୟନ୍ତୀ ଅବସରରେ ମହାଯୋଗୀ ବେମନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆଜି ବେମନା ଜୟନ୍ତୀରେ ଆମେ ମହାଯୋଗୀ ବେମନାଙ୍କ କାଳାତୀତ ଜ୍ଞାନକୁ ସ୍ମରଣ କରୁଛୁ । ତାଙ୍କ ପଦ ଏବଂ ଗଭୀର ଶିକ୍ଷା ଆମକୁ ସତ୍ୟ, ସରଳତା ଏବଂ ଆଭ୍ୟନ୍ତରୀଣ ଶାନ୍ତିର ଜୀବନ ଦିଗରେ ମାର୍ଗଦର୍ଶନ କରି ପ୍ରବୁଦ୍ଧ ଓ ପ୍ରେରିତ କରିଥାଏ । ତାଙ୍କ କାର୍ଯ୍ୟ ସାରା ଦୁନିଆରେ ଗୁଞ୍ଜରିତ ଏବଂ ତାଙ୍କ ଶିକ୍ଷା ଏକ ଉନ୍ନତ ଗ୍ରହର ସନ୍ଧାନରେ ଆମ ପଥକୁ ଆଲୋକିତ କରିଥାଏ ।’
SR
(रिलीज़ आईडी: 1998594)
आगंतुक पटल : 110
इस विज्ञप्ति को इन भाषाओं में पढ़ें:
Kannada
,
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam