ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରକାଶ ଉତ୍ସବରେ ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 17 JAN 2024 8:13AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କୁ ତାଙ୍କ ପ୍ରକାଶ ଉତ୍ସବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ତାଙ୍କ ସାହସ ତଥା କରୁଣାର ଗାଥାକୁ ସ୍ମରଣ କରିଛନ୍ତି । ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ଉପରେ ନିଜ ବିଚାରର ଏକ ଭିଡିଓ ମଧ୍ୟ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀଙ୍କୁ ତାଙ୍କ ପ୍ରକାଶ ଉତ୍ସବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ତାଙ୍କ ସାହସ ଓ କରୁଣାକୁ ମନେ ପକାଉଛି । ଅନେକ ଲୋକଙ୍କ ପାଇଁ ତାଙ୍କ ଜୀବନ ଶକ୍ତିର ଉତ୍ସ ହୋଇ ରହିଛି ।’

 

 SR



(Release ID: 1996887) Visitor Counter : 68