ଉପରାଷ୍ଟ୍ରପତିଙ୍କ ସଚିବାଳୟ
ଉପରାଷ୍ଟ୍ରପତି ଡିସେମ୍ବର ୧, ୨୦୨୩ରେ କେରଳ ର ତିରୁବନନ୍ତପୁରମ ଗସ୍ତରେ ଯିବେ
ଉପରାଷ୍ଟ୍ରପତି ପଞ୍ଚମ ବିଶ୍ୱ ଆୟୁର୍ବେଦ ମହୋତ୍ସବକୁ ଉଦଘାଟନ କରିବେ
ପୋଷ୍ଟ କରାଯିବା ଦିନାଙ୍କ:
29 NOV 2023 12:57PM by PIB Bhubaneswar
ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ଡିସେମ୍ବର ୧, ୨୦୨୩ରେ କେରଳର ତିରୁବନନ୍ତପୁରମ ଗସ୍ତ କରିବେ ।
ଦିନିକିଆ ରାଜ୍ୟ ଗସ୍ତ ଅବସରରେ ଶ୍ରୀ ଧନଖଡ଼ ସହରରେ ପଞ୍ଚମ ବିଶ୍ୱ ଆୟୁର୍ବେଦ ମହୋତ୍ସବକୁ ଉଦଘାଟନ କରିବେ ।
*************
NS/MB
(ରିଲିଜ ଆଡି: 1981037)
ପରିଦର୍ଶକ କାଉଣ୍ଟର : 99