ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଶଟ୍ ପୁଟ୍ ଏଫ୍ ୧୧ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ମୋନୁ ଘଙ୍ଗାସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
प्रविष्टि तिथि:
23 OCT 2023 1:16PM by PIB Bhubaneswar
ଚୀନ ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଶଟ୍ ପୁଟ୍ ଏଫ୍ ୧୧ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ମୋନୁ ଘଙ୍ଗାସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ପୁରୁଷ ଶଟ୍ ପୁଟ୍ ଏଫ୍ ୧୧ ପ୍ରତିଯୋଗିତାରେ ମୋନୁ ଘଙ୍ଗାସଙ୍କ ଦ୍ୱାରା ଅବିଶ୍ୱସନୀୟ ବ୍ରୋଞ୍ଜ ପଦକ ହାସଲ । ତାଙ୍କ ଉପଲବ୍ଧି ବାସ୍ତବରେ ପ୍ରେରଣାଦାୟକ । ସବୁ ପରିଶ୍ରମ ଏବଂ ନିଷ୍ଠା ରଙ୍ଗ ଭରିଦେଇଛି । ଭାରତ ବାସ୍ତବରେ ବେଶ୍ ଉତ୍ସାହିତ ।’
SR
(रिलीज़ आईडी: 1970379)
आगंतुक पटल : 87
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada