ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପରିଣାମର ଫଳାଫଳ : ତାଞ୍ଜାନିଆ ସଂଯୁକ୍ତ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ସାମିଆ ସୁଲୁହୁ ହସନଙ୍କ ଭାରତକୁ ରାଜକୀୟ ଯାତ୍ରା (8-10 ଅକ୍ଟୋବର 2023)
ପୋଷ୍ଟ କରାଯିବା ଦିନାଙ୍କ:
09 OCT 2023 7:00PM by PIB Bhubaneshwar
ଏମଓୟୁ ଓ ରାଜିନାମା ଯାହାର ଆଦାନ ପ୍ରଦାନ କରାଯାଇଛି।
|
କ୍ର.ନଂ.
|
ଏମଓୟୁ / ରାଜିନାମାର ନାମା
|
ତାଞ୍ଜାନିଆ ପକ୍ଷରୁ ପ୍ରତିନିଧି
|
ଭାରତ ପକ୍ଷରୁ ପ୍ରତିନିଧି
|
|
1
|
ଡିଜିଟାଲ୍ ରୂପାନ୍ତରଣ ପାଇଁ ଜନସଂଖ୍ୟା ଆଧାରରେ ସଫଳ ଡିଜିଟାଲ୍ ସମାଧାନ ଆଦାନ ପ୍ରଦାନ କ୍ଷେତ୍ରରେ ସହଯୋଗ ପାଇଁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ୟୁନାଇଟେଡ୍ ରିପବ୍ଲିକ୍ ଅଫ୍ ତାଞ୍ଜାନିଆର ସୂଚନା, ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ମଧ୍ୟରେ ରାଜିନାମା
|
ମହାମହିମ ନେପ୍ ଏମ୍ ନାନୁୟେ, ତାଞ୍ଜାନିଆର ସୂଚନା, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ
|
ଡା.ଏସ. ଜୟଶଙ୍କର, ଭାରତର ବିଦେଶ ମନ୍ତ୍ରୀ
|
|
2
|
ହ୍ବାଇଟ ସିପିଂ ସୂଚନା ଆଦାନ ପ୍ରଦାନ ଉପରେ ୟୁନାଇଟେଡ୍ ରିପବ୍ଲିକ୍ ଅଫ୍ ତାଞ୍ଜାନିଆର ଭାରତୀୟ ନୌସେନା ଏବଂ ତାଞ୍ଜାନିଆର ସିପିଂ ଏଜେନ୍ସି କର୍ପୋରେସନ୍ ମଧ୍ୟରେ ବୈଷୟିକ ରାଜିନାମା
|
ମହାମହିମ ଶ୍ରୀ ଜାନୁୟାରୀ ୱାଇ ମକାମ୍ବା, ତାଞ୍ଜାନିଆର ବୈଦେଶିକ ବ୍ୟାପାର ଓ ପୂର୍ବ ଆଫ୍ରିକା ସହଯୋଗ ମନ୍ତ୍ରୀ
|
ଡା.ଏସ. ଜୟଶଙ୍କର, ଭାରତର ବିଦେଶ ମନ୍ତ୍ରୀ
|
|
3
|
ବର୍ଷ 2023-2027 ପାଇଁ ଭାରତ ସରକାର ଏବଂ ତାଞ୍ଜାନିଆ ସରକାରଙ୍କ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ
|
ମହାମହିମ ଶ୍ରୀ ଜାନୁୟାରୀ ୱାଇ ମକାମ୍ବା, ତାଞ୍ଜାନିଆର ବୈଦେଶିକ ବ୍ୟାପାର ଓ ପୂର୍ବ ଆଫ୍ରିକା ସହଯୋଗ ମନ୍ତ୍ରୀ
|
ଡା.ଏସ. ଜୟଶଙ୍କର, ଭାରତର ବିଦେଶ ମନ୍ତ୍ରୀ
|
|
4
|
କ୍ରିଡ଼ା କ୍ଷେତ୍ରରେ ସହଯୋଗ ଉପରେ ତାଞ୍ଜାନିଆର ନ୍ୟାସନାଲ୍ ସ୍ପୋର୍ଟସ୍ କାଉନ୍ସିଲ୍ ଏବଂ ଭାରତୀୟ କ୍ରୀଡ଼ା ପ୍ରାଧୀକରଣ ମଧ୍ୟରେ ରାଜିନାମା (ଏମଓୟୁ)
|
ମହାମହିମ ଶ୍ରୀ ଜାନୁୟାରୀ ୱାଇ ମକାମ୍ବା, ତାଞ୍ଜାନିଆର ବୈଦେଶିକ ବ୍ୟାପାର ଓ ପୂର୍ବ ଆଫ୍ରିକା ସହଯୋଗ ମନ୍ତ୍ରୀ
|
ଡା.ଏସ. ଜୟଶଙ୍କର, ଭାରତର ବିଦେଶ ମନ୍ତ୍ରୀ
|
|
5
|
ତାଞ୍ଜାନିଆରେ ଔଦ୍ୟୋଗିକ ପାର୍କର ସ୍ଥାପନା ପାଇଁ ଭାରତର ବନ୍ଦର, ସପିଂ ଓ ଜଳମାର୍ଗ ମନ୍ତ୍ରଣାଳୟ ଅନ୍ତର୍ଗତ ଜବାହାରଲାଲ୍ ନେହେରୁ ବନ୍ଦର ପ୍ରାଧିକରଣ ଏବଂ ତାଞ୍ଜାନିଆ ଗଣରାଜ୍ୟର ତାଞ୍ଜାନିଆ ଇନଭେଷ୍ଟମେଣ୍ଟ ସେଣ୍ଟର ମଧ୍ୟରେ ରାଜିନାମା
|
ମହାମହିମ ପ୍ରଫେସର କିଟିଲା ଏ. ମୁକାମ୍ବୋ, ତାଞ୍ଜାନିଆର ଯୋଜନା, ଏବଂ ନିବେଶ ରାଷ୍ଟ୍ର ମନ୍ତ୍ରୀ
|
ଡା.ଏସ. ଜୟଶଙ୍କର, ଭାରତର ବିଦେଶ ମନ୍ତ୍ରୀ
|
|
6
|
ସାମୁଦ୍ରିକ ଉଦ୍ୟୋଗରେ ସହଯୋଗ ପାଇଁ କୋଚିନ୍ ସିପୟାର୍ଡ଼ ଲିମିଟେଡ୍ ଏବଂ ମେରାଇନ୍ ସର୍ଭିସେସ୍ କମ୍ପାନୀ ଲିମିଟେଡ୍ ମଧ୍ୟରେ ରାଜିନାମା।
|
ସୁଶ୍ରୀ ଅନିଶା କେ ମବେଗା, ଭାରତରେ ତାଞ୍ଜାନିଆର ହାଇ କମିଶନର
|
ଶ୍ରୀ ବିନୟ ଶ୍ରୀକାନ୍ତ ପ୍ରଧାନ, ତାଞ୍ଜାନିଆରେ ଭାରତର ହାଇ କମିଶନର
|
BS
(ରିଲିଜ ଆଡି: 1967017)
ପରିଦର୍ଶକ କାଉଣ୍ଟର : 132
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam