ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହିଳାଙ୍କ 800 ମି. ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ହେତୁ ହରମିଲାନ୍ ବେନ୍‌ସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 04 OCT 2023 7:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆନ ଗେମରେ   ମହିଳାଙ୍କ 800 ମି. ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ହେତୁ ହରମିଲାନ୍ ବେନ୍‌ସଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି :

‘‘ଏସିଆନ୍ ଗେମସର ମହିଳାଙ୍କ 800 ମି ଇଭେଣ୍ଟରେ ଭାରତ ପାଇଁ ଆଉ ଏକ ରୌପ୍ୟ। ଏହି ଉଲ୍ଲେଖନୀୟ ସଫଳତା ପାଇଁ ହରମିଲାନ୍ ବେନ୍ସଙ୍କୁ ଅଭିନନ୍ଦନ। ସମସ୍ତ ଆଥଲେଟମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ହୋଇଛନ୍ତି।’’

BS


(रिलीज़ आईडी: 1964631) आगंतुक पटल : 118
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam