ପୋଷ୍ଟ କରାଯିବା ଦିନାଙ୍କ:
04 OCT 2023 7:21PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆନ ଗେମରେ ମହିଳାଙ୍କ 800 ମି. ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ହେତୁ ହରମିଲାନ୍ ବେନ୍ସଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି :
‘‘ଏସିଆନ୍ ଗେମସର ମହିଳାଙ୍କ 800 ମି ଇଭେଣ୍ଟରେ ଭାରତ ପାଇଁ ଆଉ ଏକ ରୌପ୍ୟ। ଏହି ଉଲ୍ଲେଖନୀୟ ସଫଳତା ପାଇଁ ହରମିଲାନ୍ ବେନ୍ସଙ୍କୁ ଅଭିନନ୍ଦନ। ସମସ୍ତ ଆଥଲେଟମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ହୋଇଛନ୍ତି।’’
BS