ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 25 SEP 2023 9:07AM by PIB Bhubaneshwar

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି

ଶ୍ରୀ ମୋଦୀ କହିଛନ୍ତି, ନିଜ ସମ୍ପୂର୍ଣ୍ଣ ଜୀବନ ମାଭାରତୀର ସେବାରେ ଉତ୍ସର୍ଗ କରିଥିବା ଅନ୍ତୋଦାୟର ପ୍ରତିଷ୍ଠାତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବ୍ୟକ୍ତିତ୍ୱ ଏବଂ କୃତିତ୍ୱ ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇରହିବ

ପଣ୍ଡିତ ଦୀନଦୟାଲଙ୍କ ଉପରେ ପ୍ରଧାନମନ୍ତ୍ରୀ ନିଜ ବିଚାର ମଧ୍ୟ ସେୟାର କରିଛନ୍ତି

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ନିଜ ସମ୍ପୂର୍ଣ୍ଣ ଜୀବନ ମାଭାରତୀ ସେବାରେ ଉତ୍ସର୍ଗ କରିଥିବା ଅନ୍ତୋଦାୟର ପ୍ରତିଷ୍ଠାତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବ୍ୟକ୍ତିତ୍ୱ ଏବଂ କୃତିତ୍ୱ ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇରହିବ ତାଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ସାଦର ପ୍ରଣାମ

SR


(ରିଲିଜ ଆଡି: 1960756) ପରିଦର୍ଶକ କାଉଣ୍ଟର : 128