ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆମେରିକୀୟ ଅର୍ଥନୀତିଜ୍ଞ ତଥା ନୀତି ଉଦ୍ୟୋଗୀ ପ୍ରଫେସର ପଲ୍ ରୋମରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
प्रविष्टि तिथि:
21 JUN 2023 9:03AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ଆମେରିକୀୟ ଅର୍ଥନୀତିଜ୍ଞ ତଥା ନୀତି ଉଦ୍ୟୋଗୀ ପ୍ରଫେସର ପଲ୍ ରୋମରଙ୍କୁ ଭେଟିଛନ୍ତି ।
ଆଧାର, ଡିଜି ଲକର ଭଳି ଅଭିନବ ଉପକରଣର ବ୍ୟବହାର ସହ ଭାରତର ଡିଜିଟାଲ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ଏବଂ ପ୍ରଫେସର ରୋମର ଆଲୋଚନା କରିଥିଲେ । ଏଥିସହ ସହରାଞ୍ଚଳ ବିକାଶ ପାଇଁ ଭାରତ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ ।
SR
(रिलीज़ आईडी: 1934031)
आगंतुक पटल : 123
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam