ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୧୨ କୋଟି ଘରକୁ ପାଇପ ପାଣି ଯୋଗାଣ ଉପଲବ୍ଧିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 17 MAY 2023 6:05PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜଳ ଜୀବନ ମିଶନ ଅନ୍ତର୍ଗତ ୧୨ କୋଟି ଘରକୁ ପାଇପ ପାଣି ଯୋଗାଣ ଉପଲବ୍ଧିକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଏହି ଚମତ୍କାର ଉପଲବ୍ଧି ପାଇଁ ଅନେକ ଶୁଭେଚ୍ଛା! ଏହା ବେଶ ଖୁସିର କଥା ଯେ, ଗାଁ ଓ ଗରିବଙ୍କ ନିକଟରେ ସମସ୍ତ ଜରୁରୀ ସୁବିଧା ପହଞ୍ଚାଇବା ପାଇଁ ଆମ ଉଦ୍ୟମଗୁଡିକର ସୁପରିଣାମ ନିରନ୍ତର ଦେଖିବାକୁ ମିଳୁଛି ।

 

SR


(ରିଲିଜ ଆଡି: 1924892) ପରିଦର୍ଶକ କାଉଣ୍ଟର : 164