ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହନୁମାନ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଭୁ ହନୁମାନଙ୍କ ଚରଣରେ କଲେ ନମନ

Posted On: 09 APR 2023 9:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ହନୁମାନ ଜୟନ୍ତୀର ପବିତ୍ର ଅବସରରେ ଶୁଭେଚ୍ଛା ଜଣାଇନ୍ତି ।  

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆପଣମାନଙ୍କୁ ହନୁମାନ ଜୟନ୍ତୀର ହାର୍ଦ୍ଦିକ ଶୁଭକାମନା । ଏହି ପବିତ୍ର ପର୍ବରେ ଭଗବାନ ହନୁମାନଙ୍କ ଚରଣ ବନ୍ଦନା କରିବା ସହ ସମସ୍ତଙ୍କ କଲ୍ୟାଣ କାମନା କରୁଛି ।

 

SR


(Release ID: 1915166) Visitor Counter : 108